30.6 C
Bhubaneswar
Sunday, May 18, 2025
Homeଓଡିଶାବିଧାନସଭାରେ ଉଠିଲା ୫ଟି ଝଡ

ବିଧାନସଭାରେ ଉଠିଲା ୫ଟି ଝଡ

ଭୁବନେଶ୍ୱର: ପୁଣି ବିଧାନସଭାରେ ୫ଟି ଝଡ ଦେଖାଦେଇଛି । ମୁହଁମୁହିଁ ହୋଇଛନ୍ତି ଶାସକଙ୍କ ସହ ବିରୋଧୀ ଦଳ । ବିରୋଧୀଦଳ ନେତାଙ୍କ ୫ଟି ମନ୍ତବ୍ୟନେଇ ଚିହିଁକି ଉଠିଲା ବିଜେଡି । ସ୍କୁଲରେ ଶିକ୍ଷକ ନଥାଇ ଉନ୍ନତି କଥା କହୁଛନ୍ତି ସରକାର ବୋଲି କହିଛନ୍ତି ଜୟନାରାୟଣ ମିଶ୍ର । ଏହା କଣ ୫ଟି ବୋଲି ଜୟନାରାୟଣ ପଚାରିବାରୁ ଚିହିଁକି ଉଠିଥିଲା ବିଜେଡି । ମନ୍ତବ୍ୟକୁ ବିରୋଧ କରି ଛିଡାହୋଇ ହୋହାଲ୍ଲା କଲେ ବିଜେଡି ସଦସ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking