29.1 C
Bhubaneswar
Saturday, September 21, 2024
Homeଓଡିଶାହତ୍ୟା ମାମଲାରେ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ହତ୍ୟା ମାମଲାରେ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଚାଇଁବାସା : ଏକ ହତ୍ୟା ମାମଲାରେ ଝାଡ଼ଖଣ୍ଡର ଚାଇଁବାସାସ୍ଥିତ ଏକ ଅଦାଲତ ବୁଧବାର ୫ ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହିତ ପ୍ରତ୍ୟେକ ଦୋଷୀଙ୍କ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି । ୨୦୨୧ ନଭେମ୍ବର ୮ରେ ଅଭିଯୁକ୍ତମାନେ ଗୁଣିଗାରେଡି ସନ୍ଦେହରେ ପଶ୍ଚିମ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ପୋଡୋଙ୍ଗାର ଗ୍ରାମରେ ବାସ କରୁଥିବା ଗୋଟିଏ ପରିବାରର ତିନିଜଣ (ବାପା, ମାଆ ଓ ଝିଅ)ଙ୍କୁ ଜଘନ୍ୟଭାବେ ହତ୍ୟା କରିଥିଲେ । ହତ୍ୟାପରେ ମୃତଦେହଗୁଡିକୁ ସେମାନେ ନିକଟସ୍ଥ ନଦୀବାଲିରେ ପୋତି ଦେଇଥିଲେ ।

୩ କନ୍ୟାଙ୍କ ସହ କୂଅକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking