26.1 C
Bhubaneswar
Friday, September 20, 2024
Homeଓଡିଶା୪୧ଗ୍ରାମ ବ୍ରାଉନସୁଗାର ଜବତ ; ୧ ଅଭିଯୁକ୍ତ ଗିରଫ

୪୧ଗ୍ରାମ ବ୍ରାଉନସୁଗାର ଜବତ ; ୧ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସହରର ସାମନ୍ତରାପୁର ସାଗୁଆନି ବଗିଚାରେ ଖୋର୍ଦ୍ଧା ଅବକାରୀ ମୋବାଇଲ ଟିମ ଚଢ଼ାଉ କରି ୪୧ଗ୍ରାମ ବ୍ରାଉନସୁଗାର ଜବତ କରିଛି। ବେଆଇନ କାରବାର ମାମଲାରେ ସ୍ଥାନୀୟ ଅଞ୍ଚଳର ଯୁବକ କାଳୁ ଚରଣ ବେହେରା ଗିରଫ ହୋଇଛନ୍ତି। କାଳୁ ନିଜ ଘରେ ବ୍ରାଉନସୁଗାର ବେପାର କରୁଥିଲା। ସୂଚନା ପାଇ ଅବକାରୀ ମୋବାଇଲ ଟିମ ଚଢ଼ାଉ କରିଥିଲା। ଜବତ ବ୍ରାଉନ ସୁଗାର ମୂଲ୍ୟ ପ୍ରାୟ ଚାରି ଲକ୍ଷ ୧୦ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଭିଯୁକ୍ତ କାଳୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking