ଭୁବନେଶ୍ୱର: ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ଅନୁମୋଦନ । ଡ୍ରାଇଭର,କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା । ଦୁର୍ଘଟଣାରେ ସ୍ଥାୟୀ ଅକ୍ଷମତା ହେଲେ ମିଳିବ ଦେଢଲକ୍ଷ ଟଙ୍କା । ଅତି ଗଭୀର ଆଘାତ ହେଲେ ୮୦ ହଜାର ଟଙ୍କା ମିଳିବ ।