30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶସୋରେନଙ୍କ ଘରୁ ମିଳିଲା ୩୬ ଲକ୍ଷ

ସୋରେନଙ୍କ ଘରୁ ମିଳିଲା ୩୬ ଲକ୍ଷ

ଝାଡଖଣ୍ଡ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରୁ ମିଳିଲା ୩୬ ଲକ୍ଷ । ଦିଲ୍ଲୀ ଘରେ ରେଡ୍ ବେଳେ ନଗଦ ୩୬ ଲକ୍ଷ ଜବତ କଲା ଇଡି । ନଗତ ୩୬ ଲକ୍ଷ ଟଙ୍କା ସହ ୨ଟି ଦାମୀ କାର୍ ମଧ୍ୟ ଜବତ । ନିଖୋଜ ହେମନ୍ତ ସୋରେନଙ୍କ ପାଇଁ ପୁରସ୍କାର ଘୋଷଣା କଲା ବିଜେପି । ହେମନ୍ତଙ୍କୁ ଖୋଜିଦେଲେ ୧୧ ହଜାର ପୁରସ୍କାର ମିଳିବ ଘୋଷଣା । ପୁରସ୍କାର ଘୋଷଣା କଲେ ଝାଡଖଣ୍ଡ ବିଜେପି ମୁଖ୍ୟ ବାବୁଲାଲ ମାରାଣ୍ଡି ।

ତେଜସ୍ୱୀ ଯାଦବଙ୍କୁ ଇଡି ସମନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking