16.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶମେଟା ବିରୋଧରେ ଆମେରିକାର ୩୩ ରାଜ୍ୟ ଆଣିଲେ ସାଂଘାତିକ ଅଭିଯୋଗ

ମେଟା ବିରୋଧରେ ଆମେରିକାର ୩୩ ରାଜ୍ୟ ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ:ପିଲା ଏବଂ ଯୁବକଙ୍କୁ କ୍ଷତି ପହଞ୍ଚାଇ ମେଟା ରୋଜଗାର କରୁଛି ଅର୍ଥ । ଫେସବୁକ, ଇନଷ୍ଟାଗ୍ରାମ କମ୍ପାନୀର ମୂଳ କମ୍ପାନୀ ହେଉଛି ଏହି ମେଟା । ଆମେରିକାର ମୋଟ୍ ୩୩ଟି ରାଜ୍ୟ ମେଟା ବିରୋଧରେ ଏଭଳି ଏକ ଅଭିଯୋଗ ଆଣି ମାମଲା ଦାୟର କରିଛନ୍ତି । ଫେସବୁକ ଏବଂ ଇନଷ୍ଟାଗ୍ରାମ ଏଭଳି କିଛି ଫିଚର ଆଣିଛନ୍ତି ଯାହା ଆଜିର ଯୁବପିଢି ଏବଂ ଛୋଟ ପିଲାଙ୍କୁ ବାଟବଣା କରୁଛି ବୋଲି ଅଭିଯୋଗ ରହିଛି ।

– ଅଭିଭାବକଙ୍କ ବିନା ପରାମର୍ଶରେ ମେଟା ଛୋଟ ପିଲାଙ୍କ ତଥ୍ୟ ସଂଗ୍ରହ କରୁଛି
– ୧୩ ବର୍ଷରୁ କମ୍ ବୟସର ପିଲାଙ୍କ ତଥ୍ୟ ସଂଗ୍ରହ କରିବା ସଂଘୀୟ ଆଇନର ଉଲ୍ଲଂଘନ
– ଛୋଟ ପିଲା, ଯୁବପିଢିଙ୍କୁ ଦେଖି ଫିଚର ତିଆରି କରୁଛି ମେଟା
– ଆର୍ଥିକ ରୋଜଗାରକୁ ଦେଖି କଂପାନୀ ଡିଜାଇନ କରୁଛି ଫିଚର
– ନିଜର ଆର୍ଥିକ ଲାଭ ପାଇଁ ଜନସାଧାରଣଙ୍କୁ ବିଭ୍ରାନ୍ତି କରୁଛି ମେଟା
– ନ୍ୟୁୟର୍କର ଆଟର୍ଣ୍ଣି ଜେନାରାଲ ଲେଟିଟିଆ ଜେମ୍ସ ବିବୃତ୍ତିରେ କହିଛନ୍ତି
– ‘ଶିଶୁ ଓ କିଶୋରଙ୍କ ରେକର୍ଡ ସ୍ତରରେ ମାନସିକ ସ୍ଥିତି ଖରାପ ହେଉଛି’
– ‘ଫେସବୁକ ଏବଂ ଇନଷ୍ଟାଗ୍ରାମର ଫିଚର ଉପରେ ପ୍ରଶ୍ନ ଉଠିଛି’
– ‘ଫିଚର ଗୁଡିକ ଆର୍ଥିକ ଲାଭକୁ ଦେଖି ତିଆରି ହୋଇଛି’
– ‘ନିଜର ଆତ୍ମସମ୍ମାନ ଅପେକ୍ଷା ‘ଫିଚର’ ଉପରେ ଗୁରୁତ୍ୱ ଦେଉଛନ୍ତି ପିଲାମାନେ’
– ଇନଷ୍ଟାଗ୍ରାମ ପାଇଁ ୧୩.୫% କିଶୋରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତି
– ୧୭% କିଶୋରୀଙ୍କ ମଧ୍ୟରେ ଖାଦ୍ୟ ଖାଇବାରେ ବିଶୃଙ୍ଖଳା ଦେଖାଦେଇଛି
– ୱାଲଷ୍ଟ୍ରିଟ ଜର୍ଣ୍ଣାଲ ଏବଂ ଅନ୍ୟ ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking