30.1 C
Bhubaneswar
Wednesday, February 19, 2025
HomeଓଡିଶାDNA ଟେଷ୍ଟ ପାଇଁ ଦିଲ୍ଲୀ ଗଲା ୩୩ ନମୁନା, ୨ ଦିନ ଭିତରେ ଆସିବ ନମୁନା...

DNA ଟେଷ୍ଟ ପାଇଁ ଦିଲ୍ଲୀ ଗଲା ୩୩ ନମୁନା, ୨ ଦିନ ଭିତରେ ଆସିବ ନମୁନା ରିପୋର୍ଟ

ଭୁବନେଶ୍ୱର: ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ଗଲା ୩୩ ନମୁନା । ଦୁଇ ଦିନ ଭିତରେ ଏହି ସବୁ ନମୁନାର ରିପୋର୍ଟ ଆସିବ । ଏବେ ବି ଅନେକ ମୃତଦେହର ସୂଚନା ମିଳିନି । ଅନ୍ୟପଟେ ଗୋଟିଏ ମୃତଦେହ ପାଇଁ ୬ ଜଣ ଦାବିଦାର ଥିବା ସୂଚନା ମିଳିଛି । ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହା କହିଛନ୍ତି । ଡିଏନ୍ଏ ଟେଷ୍ଟ ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ଏମ୍ସ ନିର୍ଦ୍ଦେଶକ କହିଛନ୍ତି, ଡିଏନଏ ଟେଷ୍ଟ ମାଧ୍ୟମରେ ପରିଚିତ ଚିହ୍ନ ବା ମାର୍କକୁ ଦେଖି ମୃତଦେହ ହସ୍ତାନ୍ତର ବ୍ୟବସ୍ଥା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking