27.1 C
Bhubaneswar
Sunday, September 8, 2024
Homeଓଡିଶାଯୁବତୀଙ୍କୁ ୩୨ ପିସ୍

ଯୁବତୀଙ୍କୁ ୩୨ ପିସ୍

ଉମରକୋଟ : ମାଟି ତଳେ ଯୁବତୀଙ୍କ ମୃତ ଦେହ ଠାବ ଘଟଣା । ହତ୍ୟା ପରେ ୩୨ ଖଣ୍ଡ କରି କାଟିବା ପରେ ମାଟିରେ ପୋତିଥିଲେ । ଘଟଣାସ୍ଥଳରେ ରାଇଘର ଏସଡିପିଓ ଓ ସାଇଣ୍ଟିଫିକ ଟିମର ତନାଘନା । ରାଇଘର ଥାନା ମୁରୁମଡିହି ଗାଁର ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା । ପ୍ରେମ ସମ୍ପର୍କ କୁ ନେଇ ହତ୍ୟାକତାଣ୍ଡ ସନେ୍ଦହରେ ପଚରାଉଚରା ।

ରେଭେନ୍ସାକୁ ଏ++ ମାନ୍ୟତା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking