29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଥାଇଲାଣ୍ଡରେ ବନ୍ଧୁକଧାରୀର ଆଖିବୁଜା ଗୁଳିମାଡ଼ରେ ୩୧ ମୃତ

ଥାଇଲାଣ୍ଡରେ ବନ୍ଧୁକଧାରୀର ଆଖିବୁଜା ଗୁଳିମାଡ଼ରେ ୩୧ ମୃତ

ଥାଇଲାଣ୍ଡ: ଥାଇଲାଣ୍ଡରେ ବନ୍ଧୁକଧାରୀର ଆଖିବୁଜା ଗୁଳିମାଡ଼ରେ ୩୧ ମୃତ । ଉତ୍ତର ପୂର୍ବାଞ୍ଚଳ ପ୍ରୋଭିନ୍ସର ଏକ ଶିଶୁ ଯତ୍ନ କେନ୍ଦ୍ରରେ ଗୁଳିମାଡ଼ । ଏହି ଗୁଳିମାଡ଼ରେ ପ୍ରାଣ ହରାଇଥିବା ଅଧିକାଂଶ ଶିଶୁ ଥିବା ସୂଚନାମିଳିଛି । ଗୁଳିମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ବି ଆକ୍ରଣର କାରଣ ଅସ୍ପଷ୍ଟ । ଗୁଳିମାଡ଼ କରିଥିବା ବନ୍ଧୁକଧାରୀ ଜଣେ ପୂର୍ବତନ ପୋଲିସ ଅଧିକାରୀ ବୋଲି ସୂଚନା ମିଳିଛି । ତେବେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ତେବେ ସେ କାହିଁକି ଏପରି ଗୁଳି ଚଳାଇଲେ, ଏଥିରେ ଆଉ କ’ଣ ଧନଜୀବନ ନଷ୍ଟ ହୋଇଛି ସେ ନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ।

ଆଣବିକ ଯୁଦ୍ଧରେ ଜୀବନ ବଞ୍ଚାଇବା ପାଇଁ ପୃଥିବୀର ୬ ଟି ସୁରକ୍ଷିତ ସ୍ଥାନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking