26.1 C
Bhubaneswar
Wednesday, June 11, 2025
Homeଅପରାଧଡକାୟତି ମାମଲାରେ ବନ୍ଧା ହେଲେ ୩ ପୋଲିସ କର୍ମଚାରୀ

ଡକାୟତି ମାମଲାରେ ବନ୍ଧା ହେଲେ ୩ ପୋଲିସ କର୍ମଚାରୀ

ଜୟପୁର: ଖାକିରେ ଦାଗ । ଡକାୟତି ମାମଲାରେ ବନ୍ଧା ହେଲେ ୩ ପୋଲିସ କର୍ମଚାରୀଙ୍କ ସହ ୨ ଜଣ ଡକାୟତ l ଆନ୍ଧ୍ରପ୍ରଦେଶର କାମୁଡ ଚିତ୍ତଲ ଗାଡ଼ି କିଣିବାପାଇଁ ଜୟପୁର ଯାଉଥିବା ସମୟରେ ସେ ଡକାୟତିର ଶିକାର ହୋଇଥିଲେ । ଚାଟୁଆ ନିକଟରେ ପିଛା କରି ୧ ଲକ୍ଷ ୫୦ ହଜାର ଟଙ୍କା ତାଙ୍କଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା ।

ପାଡୁଆ ପୋଲିସ ଏହି ଘଟଣାକୁ ଗୁରୁତର ଭାବରେ ନେଇ ତଦନ୍ତ କରି ଦୁଇ ଜଣ ଡକାୟତ ଏବଂ ସମ୍ପୃକ୍ତ ଥିବା ୩ ଜଣ ପୋଲିସ କର୍ମଚାରୀକୁ ଗିରଫ କରିଛି । ଅଭିଯୁକ୍ତଙ୍କଠାରୁ ଏକ କାର, ୮୦ ହଜାର ଟଙ୍କା ଏବଂ ତିନୋଟି ମୋବାଇଲ ଜବତ କରାଯାଇଛି । ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣ ଏବଂ ଡକାୟତ ଭଳି ମାମଲା ରହିଥିବା ନନ୍ଦପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking