35.1 C
Bhubaneswar
Sunday, May 19, 2024
Homeଓଡିଶାଆଜିଠାରୁ +୩ ପ୍ରଥମ ବର୍ଷ ପାଠପଢା

ଆଜିଠାରୁ +୩ ପ୍ରଥମ ବର୍ଷ ପାଠପଢା

ଭୁବନେଶ୍ୱର : ୨୦୨୧-୨୨ ଶିକ୍ଷାବର୍ଷରେ ନାମଲେଖାଇଥିବା ପ୍ରଥମ ବର୍ଷ ସ୍ନାତକ(ୟୁଜି) ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆଜିଠାରୁ ଆରମ୍ଭ ହେଉଛି । କୋଭିଡ୍‌-୧୯ କଟକଣାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠ ପଢ଼ାଯିବ। ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଆଜିଠାରୁ ଶ୍ରେଣୀଗୃହ ରେ ପାଠପଢିବେ। ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଛାତ୍ରାବାସ ଖୋଲିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking