29.1 C
Bhubaneswar
Friday, May 30, 2025
Homeଓଡିଶାବିଷାକ୍ତ ଖାଦ୍ୟଖାଇ ପରିବାର ୩ ମୃତ

ବିଷାକ୍ତ ଖାଦ୍ୟଖାଇ ପରିବାର ୩ ମୃତ

ଆସିକା: ବିଷାକ୍ତ ଖାଦ୍ୟଖାଇ ପରିବାର ୩ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଶ୍ରୀରାମନଗର ଅଞ୍ଚଳର ୩ ଜଣଙ୍କ ମୃତ୍ୟ ହୋଇଛି ।

ଚିକିତ୍ସାଧିନ ଅବସ୍ଥାରେ ମା’ ସହ ୨ ପୁଅଙ୍କ ମୃତ୍ୟୁ । ଶାଶୂ ଗୁରୁତର । ମହିଳାଙ୍କ ସ୍ୱାମୀ ସୁସ୍ଥ ଥିବା ସୂଚନା ମିଳିଛି । ମେଡିକାଲରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଛାନଭିନ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking