31.1 C
Bhubaneswar
Sunday, May 19, 2024
Homeଓଡିଶାବିଷାକ୍ତ ମଦ ପିଇ ୩ ମୃତ

ବିଷାକ୍ତ ମଦ ପିଇ ୩ ମୃତ

ରାୟପୁର: ଛତିଶଗଡର ଜଙ୍ଗଜୀର-ଚମ୍ପା ଜିଲ୍ଲାରେ ସୋମବାର ବିଷାକ୍ତ ମଦ୍ୟପାନ କରି ୩ ଜଣ ପ୍ରାଣ ହରାଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ସେନା ଯବାନ ଅନ୍ତର୍ଭୁକ୍ତ ।

ସୋମବାର ସକାଳେ ଏହି ତିନିଜଣ ‘ହରପ୍ରସାଦ’ ବ୍ରାଣ୍ଡ୍‌ରେ ମିଳୁଥିବା ଦେଶୀ ମଦ କିଣି ପିଇବାପରେ ଅସୁସ୍ଥ ହୋଇପଡିଥିଲେ । ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking