25.1 C
Bhubaneswar
Saturday, February 22, 2025
Homeଓଡିଶା୨ରେ ସରସ୍ୱତୀ ପୂଜା :  ଶ୍ରୀମନ୍ଦିର ପ୍ରଶାସନ

୨ରେ ସରସ୍ୱତୀ ପୂଜା :  ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ସରସ୍ୱତୀ ପୂଜା ଦ୍ୱନ୍ଦ୍ୱ ଦୂର କଲେ ଶ୍ରୀମନ୍ଦିର ପ୍ରଶାସନ । ଫେବୃଆରୀ ୨ ତାରିଖରେ ପାଳିତ ହେବ ସରସ୍ୱତୀ ପୂଜା । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ନୀତି ପ୍ରଶାସକ । ବିଧି ଅନୁସାରେ  ସେହି ଦିନ ରଥ କାଠ ଅନୁକୁଳ କରାଯିବ କହିଲେ । କେଉଁ ପାଞ୍ଜିରେ ୨ ତାରିଖରେ ଶ୍ରୀପଞ୍ଚମୀ ଉଲ୍ଲେଖ ଅଛି ତ କେଉଁଥିରେ ୩ ତାରିଖ ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହିଛି ଶ୍ରୀପଞ୍ଚମୀ।   କେତେକ ପାଞ୍ଜି ୨ ତାରିଖ ରବିବାର ହେବ ବୋଲି ଲେଖିଥିବା ବେଳେ ଆଉ କେତେକ ପାଞ୍ଜି ୩ ତାରିଖ ସୋମବାର ସକାଳକୁ ପଞ୍ଚମୀ ଥିବାରୁ ସେଦିନ ହେବ ବୋଲି ଲେଖିଛନ୍ତି। ପୂର୍ବରୁ ମଧ୍ୟ ପର୍ବ ପାଳନକୁ ନେଇ ଏଭଳି ଦ୍ବନ୍ଦ୍ବ ଦେଖିବାକୁ ମିଳିଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking