28.1 C
Bhubaneswar
Wednesday, June 18, 2025
Homeଓଡିଶା୨୮ରୁ ରତ୍ନଭଣ୍ଡାର ସ୍କାନିଂ, ପ୍ରସ୍ତୁତି ଚୂଡ଼ାନ୍ତ

୨୮ରୁ ରତ୍ନଭଣ୍ଡାର ସ୍କାନିଂ, ପ୍ରସ୍ତୁତି ଚୂଡ଼ାନ୍ତ

ପୁରୀ: ଚଳିତ ମାସ ୨୮ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ କରାଯିବ। ପ୍ରଥମେ ବାହାର ରତ୍ନଭଣ୍ଡାର ଏବଂ ପରେ ଭିତର ରତ୍ନଭଣ୍ଡାର ବାହାର କାନ୍ଥରୁ ସ୍କାନିଂ କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଶନିବାର ଲେଜର ସ୍କାନିଂ ମେସିନ୍‍ ପୁରୀରେ ପହଞ୍ଚିଛି।

ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି । ସେ କହିଲେ ରତ୍ନଭଣ୍ଡାର ସମେତ କିଛି ପାର୍ଶ୍ବ ଦେବଦେବୀ ମନ୍ଦିରର ଲେଜର ସ୍କାନିଂ କରାଯିବ। ଦୁଇଟିଯାକ ରତ୍ନଭଣ୍ଡାରର ଛାତ, କାନ୍ଥ ଓ ଚଟାଣ ସ୍କାନିଂ କରାଯିବା ପ୍ରସ୍ତାବ ରହିଛି। ସ୍କାନିଂ ରିପୋର୍ଟକୁ ଭିତ୍ତିକରି ରତ୍ନଭଣ୍ଡାର ମରାମତି ପାଇଁ ରାଜ୍ୟ ସରକାରଙ୍କଠାରୁ ଅନୁମତି ମଗାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking