25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶ୨୬ରେ ପ୍ରଶାନ୍ତ ମହାସାଗରୀୟ ସେନା ମୁଖ୍ୟ ସମ୍ମିଳନୀ

୨୬ରେ ପ୍ରଶାନ୍ତ ମହାସାଗରୀୟ ସେନା ମୁଖ୍ୟ ସମ୍ମିଳନୀ

ନୂଆଦିଲ୍ଲୀ:  ତ୍ରୟୋଦଶ ପ୍ରଶାନ୍ତ ମହାସାଗରୀୟ ସେନା ମୁଖ୍ୟ ସମ୍ମିଳନୀ (IPACC) ଚଳିତ ମାସ ୨୬ ଓ ୨୭ରେ ନୂଆଦିଲ୍ଲୀର ମାନେକଶା କେନ୍ଦ୍ରରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳର ତିରିଶରୁ ଅଧିକ ସେନା ମୁଖ୍ୟ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ସୁରକ୍ଷା ସହଯୋଗ ଏବଂ ସାମୂହିକ ରଣନୀତି ଉପରେ ବିଚାର ବିମର୍ଶ କରାଯିବ। ଏଥିରେ ପାରସ୍ପରିକ ସ୍ୱାର୍ଥ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଦେଖା ଦେଉଥିବା ସଙ୍କଟ ସମାଧାନରେ ସାମରିକ କୂଟନୀତିର ଭୂମିକା ଉପରେ ମଧ୍ୟ ଆଲୋଚନା ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking