30.1 C
Bhubaneswar
Saturday, June 7, 2025
Homeଦେଶ ବିଦେଶମୁମ୍ବାଇ ଆତ୍ମଘାତୀ ବିସ୍ଫୋରଣ ମାମଲା, ମାଷ୍ଟରମାଇଣ୍ଡ ହାଫିଜ ସଇଦ ସହଯୋଗୀ ନିପାତ

ମୁମ୍ବାଇ ଆତ୍ମଘାତୀ ବିସ୍ଫୋରଣ ମାମଲା, ମାଷ୍ଟରମାଇଣ୍ଡ ହାଫିଜ ସଇଦ ସହଯୋଗୀ ନିପାତ

ନୂଆଦିଲ୍ଲୀ: ୬/୧୧ ମୁମ୍ବାଇ ଆତ୍ମଘାତୀ ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଥିବା ହାଫିଜ ସଇଦର ସହଯୋଗୀ ନିପାତ। କୁଖ୍ୟାତ ଆତଙ୍କୀ ମୁଫ୍ତି କୈସର୍ ଫାରୁକ କରାଚୀରେ ନିପାତ ହୋଇଛି। କୌଣସି ଅଜଣା ବ୍ୟକ୍ତି ଫାରୁକକୁ ମାରିଥିବା କୁହାଯାଉଛି। ଚାଲି ଚାଲି ଯିବା ସମୟରେ ଗୁଳି ତାକୁ କରାଯାଇଛି, ଆଉ ସେହିଠାରେ ହିଁ ଟିଳିପଡିଛି । ଏହି ସମୟର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି।

ମୁଫତି କୈସର୍ ଫାରୁକ୍ ଭାରତ ବିରୋଧୀ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବାର ସହ-ପ୍ରତିଷ୍ଠାତା ଥିଲା। ଏଥିସହ ଲଶ୍କର ମୁଖ୍ୟ ହାଫିଜ ସଇଦର ମଧ୍ୟ ଘନିଷ୍ଠ ଥିଲା। ମୁମ୍ବାଇରେ ୨୬/୧୧ ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ସହଯୋଗୀ ଭାବେ କାର‌୍ୟ୍ୟ କରିଥିଲା ଫାରୁକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking