30.1 C
Bhubaneswar
Monday, May 20, 2024
Homeଓଡିଶାକୋର୍ଟକୁ ଗଲା ୨୨୦ କୋଟିର କୋକେନ୍‌

କୋର୍ଟକୁ ଗଲା ୨୨୦ କୋଟିର କୋକେନ୍‌

ପାରାଦୀପ : କୋର୍ଟରେ ଦାଖଲ ହେଲା ୨୨୦ କୋଟି ଟଙ୍କାର କୋକେନ୍ । କୁଜଙ୍ଗ ଏନ୍‌ଡିପିଏସ୍ କୋର୍ଟରେ ଦଖଲ କଲା କଷ୍ଟମ ବିଭାଗ । ୨୨ ପ୍ୟାକେଟ୍‌ର ସଂଗୃହିତ ସାମ୍ପଲ କଷ୍ଟମ ବିଭାଗକୁ ମିଳିଲା । ଏହି ସାମ୍ପଲ ଯାଞ୍ଚ ପାଇଁ ଯିବ ଜାତୀୟ ଫୋରେନସିକ୍ ଲ୍ୟାବ୍ । ଅଧିକ ତଦନ୍ତ ପାଇଁ ଇଣ୍ଟରପିଟର ହାୟର କରୁଛି କଷ୍ଟମ ବିଭଗ ।

ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking