28.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଶ୍ରୀଲଙ୍କାରେ ୨୧ ଭାରତୀୟ ମତ୍ସ୍ୟଜୀବୀ ଗିରଫ

ଶ୍ରୀଲଙ୍କାରେ ୨୧ ଭାରତୀୟ ମତ୍ସ୍ୟଜୀବୀ ଗିରଫ

କଲମ୍ବୋ : ଶ୍ରୀଲଙ୍କା ନୌବାହିନୀ ପକ୍ଷରୁ ବୁଧବାର ୨୧ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କର ୪ଟି ମାଛଧରା ଟ୍ରଲର ମଧ୍ୟ ଜବତ ହୋଇଛି । ଭାରତୀୟ ମତ୍ସ୍ୟଜୀବୀମାନେ ପାକ୍ ପ୍ରଣାଳୀରେ ମାଛ ଧରୁଥିବାବେଳେ ଭୁଲବଶତଃ ଶ୍ରୀଲଙ୍କା ଜଳରାଶିକୁ ପ୍ରବେଶ କରିଥିବା ଜଣାପଡିଛି ।

ଗିରଫ ମତ୍ସ୍ୟଜୀବୀମାନେ ତାମିଲନାଡୁ ବାସିନ୍ଦା ହୋଇଥିବାବେଳେ ସେମାନଙ୍କୁ ଖଲାସ କରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking