28.1 C
Bhubaneswar
Saturday, June 28, 2025
Homeଖେଳ୨୦୨୬ ଫିଫା ବିଶ୍ୱକପ୍ ପାଇଁ କ୍ରୀଡାସୂଚୀ ଜାରି

୨୦୨୬ ଫିଫା ବିଶ୍ୱକପ୍ ପାଇଁ କ୍ରୀଡାସୂଚୀ ଜାରି

ଈୁବନେଶ୍ୱର: ୨୦୨୬ ଫିଫା ବିଶ୍ୱକପ୍ ପାଇଁ କ୍ରୀଡାସୂଚୀ ଜାରି ହୋଇଛି । ମେକ୍ସିକୋ ସିଟିରେ ଖେଳାଯିବ ଉଦଘାଟନୀ ମ୍ୟାଚ୍ । ୨୦୨୬ ଜୁଲାଇ ୧୯ରେ ନ୍ୟୁଜର୍ସିରେ ହେବ ଫାଇନାଲ୍ । ଆମେରିକା, କାନାଡା, ମେକ୍ସିକୋରେ ଖେଳାଯିବ ଟୁଣ୍‌ର୍ଣାମେଣ୍ଟ । ୩ ଦେଶର ୧୬ ସହରରେ ଖେଳାଯିବ ୧୦୪ଟି ମ୍ୟାଚ୍ । ଟୁର୍ଣ୍ଣାମେଣ୍ଟରେ ମୋଟ୍ ୪୮ଟି ଦଳ ଭାଗ ନେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking