ନୂଆଦିଲ୍ଲୀ: କଟକ ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ । ୨୦୧୯ ତିଗିରିଆ ଅ୍ଂଚଳରେ ନାବାଳିକା ଦୁଷ୍କର୍ମ ମାମଲାରେ ପ୍ରକାଶ ପାଇଛି ରାୟ । ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ଆଡହକ୍ ପକ୍ସୋ କୋର୍ଟ । ୪ ଲକ୍ଷ କ୍ଷତିପୂରଣ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ।