28.1 C
Bhubaneswar
Saturday, September 28, 2024
Homeଅପରାଧଶିଶୁକନ୍ୟା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌

ଶିଶୁକନ୍ୟା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌

ଫୁଲବାଣୀ: ଦିନକୁ ଦିନ ଅପରାଧର ମାମଲା ବଢିବାରେ ଲାଗିଛି । ଜଣେ ଅଭିଯୁକ୍ତ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ନୃଶଂସ ଖବର ସାମ୍ନାକୁ ଆସିଛି ।୨୦୨୦ରେ ଜି. ଉଦୟଗିରି ଥାନାଞ୍ଚଳରେ ଦୁଷ୍କର୍ମ ହୋଇଥିଲା । ଶିଶୁକନ୍ୟା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍ । ଦୋଷୀ ଅନଙ୍ଗ ନାୟକଙ୍କୁ ଜେଲ ସହ ୨୦ ହଜାର ଟଙ୍କା ମଧ୍ୟ ଜରିମାନା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଘୃଣ୍ୟ କାମ ପାଇଁ ଯୁବକଙ୍କୁ ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ପୋକ୍ସୋ କୋର୍ଟ । ପୀଡିତାଙ୍କୁ ୬ ଲକ୍ଷ ଟଙ୍କାର ମଧ୍ୟ ସହାୟତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking