କେନ୍ଦୁଝର : ବ୍ଲକ ଚେକିଂ ବେଳେ କାର୍ରୁ ୨୦ ଲକ୍ଷ ଟଙ୍କା ଜବତ । ବଡବିଲ ଥାନା ଭଦ୍ରାସାହି ଛକ ନିକଟରେ ଜବତ କଲା ପୋଲିସ । ମାତ୍ର ଧରାପଡିବା ଭୟରେ କାର୍ ଛାଡି ଚାଳକ ଚମ୍ପଟ୍ । ଦୁଇଟି ବ୍ୟାଗ୍ରେ ଏତେ ଟଙ୍କା କାହାର ସ୍ପଷ୍ଟ ହୋଇନି ।