31.1 C
Bhubaneswar
Sunday, May 19, 2024
Homeଓଡିଶାପୂର୍ବତନ ବିଡିଓଙ୍କୁ ୨ ବର୍ଷ ଜେଲ୍‌

ପୂର୍ବତନ ବିଡିଓଙ୍କୁ ୨ ବର୍ଷ ଜେଲ୍‌

ବଲାଙ୍ଗିର : ବଲାଙ୍ଗିର ଆଗଲପୁର ବ୍ଲକ ପୂର୍ବତନ ବିଡିଓ ସିଲ୍‌ଭାନସ  ଲାକ୍ରାଙ୍କୁ ଜେଲ୍ । ୨ ବର୍ଷ ଜେଲ୍ ଏବଂ ୫ ଲକ୍ଷ ଟଙ୍କା ଜରିମାନ କଲେ ଭିଜିଲନ୍ସ କୋର୍ଟ । ଆୟ ବହିର୍ଭୂତ ସଂପତ୍ତି  ଠୁଳ ମାମଲାରେ ସିଲ୍‌ଭାନସଙ୍କୁ ଦଣ୍ଡାଦେଶ । ସିଲ୍‌ଭାନସଙ୍କ ପେନସନ ବନ୍ଦ କରିବାକୁ ସରକାରଙ୍କୁ ଲେଖିବ ଭିଜିଲାନ୍ସ ।

ଆସନ୍ତୁ ଜାଣିବା ଅଭିନୟରେ କ୍ୟାରିୟର କରିବା ପୂର୍ବରୁ କଣ କରୁଥିଲେ ଜାକଲିନ୍ ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking