26.1 C
Bhubaneswar
Thursday, May 1, 2025
Homeଓଡିଶାଶ୍ୱାସରୁଦ୍ଧରୁ ୨ ଶ୍ରମିକ ମୃତ

ଶ୍ୱାସରୁଦ୍ଧରୁ ୨ ଶ୍ରମିକ ମୃତ

ଢେଙ୍କାନାଳ: ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃ୍‌ତ ହୋଇଥିବା ସୂଚନା ରହିଛି । ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । କଣ୍ଟାବଣିଆ ଥାନା ମାନପୁର ଗାଁରେ ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଉ ଜଣେ ଗୁରୁତର ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭତ୍ତି ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking