27.1 C
Bhubaneswar
Sunday, June 29, 2025
Homeଓଡିଶା ୨ ବାଘ ଛାଲ ଜବତ: ୨ ଗିରଫ

 ୨ ବାଘ ଛାଲ ଜବତ: ୨ ଗିରଫ

ଭୁବନେଶ୍ୱର: ରାୟଗଡାରୁ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢାଉ କରି ଧରିଲା ପୋଲିସ । ରାୟଗଡା ଚାନ୍ଦିଲି ଥାନା ତାମ୍ପରବିଦୁନି ଛକରେ ଡିଲ୍ ବେଳେ ଧରିଲେ ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking