27.1 C
Bhubaneswar
Sunday, September 8, 2024
Homeଓଡିଶା+୨ ପରୀକ୍ଷା ଆରମ୍ଭ; ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୧୧ ପରିକ୍ଷାର୍ଥୀ

+୨ ପରୀକ୍ଷା ଆରମ୍ଭ; ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୧୧ ପରିକ୍ଷାର୍ଥୀ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ +୨ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ବିଜ୍ଞାନ ଷ୍ଟ୍ରିମ୍‌ର ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେଇଛନ୍ତି ।

ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହୋଇଥିଲା । ପ୍ରଥମ ଦିନରେ ୧୧ଜଣ କପି କରି ଧରା ପଡ଼ିଛନ୍ତି । ସମ୍ବଲପୁର ଜୋନରେ ସର୍ବାଧିକ ୯ ଜଣ ଥିବା ବେଳେ ବ୍ରହ୍ମପୁର ଏବଂ ବାରିପଦା ଜୋନରେ ଜଣେ ଲେଖାଏଁ ପରୀକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି । ଶନିବାର କଳା ଏବଂ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ମାତୃଭାଷା ପରୀକ୍ଷା ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking