35.1 C
Bhubaneswar
Friday, June 6, 2025
Homeଓଡିଶା୨ ନାବାଳିକାଙ୍କ ସଲିଳ ସମାଧି

୨ ନାବାଳିକାଙ୍କ ସଲିଳ ସମାଧି

ବାଲେଶ୍ୱର : ପୋଖରୀରେ ବୁଡି ୨ ନାବାଳିକା ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ସୂଚନା । ସଦର ଥାନା ଓଡଙ୍ଗି ଗାଁ ପୋଖରୀରେ ଗାଧୋଇବା ବେଳେ ଅଘଟଣ ହୋଇଥିବା ସୂଚନା । ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଉଭୟଙ୍କ ମୃତ ଘୋଷଣା କରିଛନ୍ତି । ଉଭୟଙ୍କ ଅନୁମାନିକ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking