ତିର୍ତ୍ତୋଲ : ନାବାଳିକା ଗଣଦୁଷ୍କର୍ମ ମାମଲା ; ୨ ଜଣଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ । ୨୦୧୬ ତିର୍ତ୍ତୋଲ ଥାନା ଅଞ୍ଚଳ ଗଣଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ । ଦୋଷୀ ଅକ୍ଷୟ ନାୟକ ଓ ପ୍ରଭାତ ମଲ୍ଲିକଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ । ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୩୦ ହଜାର ଲେଖାଏଁ ଜରିମାନା । ଦଣ୍ଡାଦେଶ ଶୁଣାଇଲେ ଜଗତସିଂହପୁର ପୋକ୍ସୋ କୋର୍ଟ । ପୀଡିତାଙ୍କୁ ୧୦ ଲକ୍ଷ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧୀକରଣକୁ ନିର୍ଦ୍ଦେଶ । ଝଡାଫୁଙ୍କା ବାହାନାରେ ଅକ୍ଷର ଓ ସହଯୋଗୀ ପ୍ରଭାତ ଦୁଷ୍କର୍ମ କରିଥିଲେ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ଲାଇନ୍ ଇ-କମର୍ସ ଆମାଜନ୍କୁ ଜାରି ହେଲା ନୋଟିସ୍