27.1 C
Bhubaneswar
Sunday, September 8, 2024
Homeଓଡିଶାପୋଖରୀରେ ବୁଡ଼ ୨ ନାବାଳକ ମୃତ

ପୋଖରୀରେ ବୁଡ଼ ୨ ନାବାଳକ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡ଼ାରେ ପୋଖରୀରେ ବୁଡ଼ି ୨ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବାବୁ ନାୟକଙ୍କ ପୁଅ ରିତେଶ ନାୟକ ଓ ମହେଶ୍ୱର ନାୟକଙ୍କ ପୁଅ ରାକେଶ ନାୟକ।ରିତେଶ ଓ ରାକେଶ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ କୌଣସି କାରଣ ବଶତଃ ବୁଡ଼ି ଯାଇଥିଲେ। କିଛି ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking