21.1 C
Bhubaneswar
Monday, November 18, 2024
Homeଓଡିଶାହାରିଲା ହିଂସା , ଜିତିଲା ପ୍ରେମ

ହାରିଲା ହିଂସା , ଜିତିଲା ପ୍ରେମ

ନୂଆପଡା : ହାରିଲା ହିଂସା , ଜିତିଲା ପ୍ରେମ । ବନ୍ଧୁକ ଛାଡି ବାହା ହେଲେ ୨ ମାଓବାଦୀ । ନୂଆପଡାର ମାଧୁରୀ ଓ ଛତିଶଗଡର ପିଣ୍ଟୁ । ଉଭୟ ଉଭୟଙ୍କୁ ବିବାହ କରିଛନ୍ତି । ମାଓବାଦୀ ଭାବରେ ହାତରେ ବନ୍ଧୁକ ଧରୁଥିବା ବେଳେ ଏବେ ସେ ସବୁ ଛାଡି ସମାଜର ମୁଖ୍ୟସ୍ରୋତ ଫେରି ଆସିଛନ୍ତି । ଏବଂ ଏକ ନୂଆ ଜୀବନ ଯାପନ କରିବା ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମାଓବାଦୀ ଛାଡି ଉଭୟେ ଆତ୍ମସମର୍ପଣ କରିଥିଲେ । ଆଜି ପୋଲିସ ର ଉପସ୍ଥିତିରେ ଉଭୟଙ୍କ ବାହାଘର ହୋଇଛି ।

ରାଜ୍ୟର ସମସ୍ତ ସରକାରୀ ବିଭାଗରୁ ପେଟ୍ରୋଲ, ଡିଜେଲ ଗାଡ଼ି ହଟିଯିବ: ଲାଗୁହେବ ବିଦ୍ୟୁତଚାଳିତ ଯାନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking