27.1 C
Bhubaneswar
Monday, October 12, 2026
Homeଓଡିଶାହାତୀ ଆକ୍ରମଣରେ ୨ ମୃତ

ହାତୀ ଆକ୍ରମଣରେ ୨ ମୃତ

ଖୋର୍ଦ୍ଧା : ହାତୀ ଆକ୍ରମଣରେ ୨ ମୃତ । ହାତୀ ଆକ୍ରମଣରେ ମହିଳା ଓ ନାବାଳକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜଙ୍କିଆ ଥାନା ଡମଣଭୂଇଁରେ ହାତୀ ଆତଙ୍କ ଖେଳାଇ ବିଚରଣ କରୁଛନ୍ତି। ହାତୀ ଆକ୍ରମଣରେ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ବନ ବିଭାଗ କର୍ମଚାରୀ ହାତୀମାନଙ୍କ ଗତି ବିଧି ଉପରେ ନଜର ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking