30.1 C
Bhubaneswar
Wednesday, May 21, 2025
Homeଓଡିଶାବିଦ୍ୟୁତ ତାର ଲାଗି ୨ ମୃତ

ବିଦ୍ୟୁତ ତାର ଲାଗି ୨ ମୃତ

ଯାଜପୁର: ବିଦ୍ୟୁତ ତାର ଲାଗି ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ୨ ମୃତ ହୋଇଥିବା ସୂଚନା ମିଳିଛି । ଘରେ ଲୁଗା ଶୁଖାଇବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି । ଟମ୍‌ା ଥାନା ଜନିନ୍ଦାପାଳ ଗାଁରେ ଏହିଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରଧାନଶିକ୍ଷୟିତ୍ରୀଙ୍କୁ ବଂଚାଇବାକୁ ଯାଇ ଅନ୍ୟ ଜଣେ ଯୁବକ ମଧ୍ୟ ମୃତ ହୋଇଥିବା ସୂଚନା । କୌଣସି କାମରେ ପ୍ରଧାନଶିକ୍ଷୟିତ୍ରୀଙ୍କ ପାଖକୁ ଯୁବକ ଆସିଥିବା ସୂଚନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking