36.1 C
Bhubaneswar
Wednesday, April 29, 2026
Homeଓଡିଶା୨ ଆନ୍ତଃରାଜ୍ୟ ଲୁଟେରା ଗିରଫ

୨ ଆନ୍ତଃରାଜ୍ୟ ଲୁଟେରା ଗିରଫ

ବଲାଙ୍ଗିର: ୨ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କଲା ପୋଲିସ। ନଗଦ ୨୫ ଲକ୍ଷ ଟଙ୍କା ସହ ୨ ଆନ୍ତଃରାଜ୍ୟ ଲୁଟେରା ଗିରଫ। ଅଭିଯୁକ୍ତଦ୍ବୟ ହେଲେ ଛତିଶଗଡ଼ ରାଇଗଡ଼ ଅଞ୍ଚଳର। ସେମାନଙ୍କ ଲୁଟ୍‌ର ତରିକା ଅଲଗା ଥିଲା। ବାଇକ୍ ଡିକି ଓ କାର୍‌ କାଚ ଭାଙ୍ଗି ଲୁଟୁଥିଲେ, ମୋବାଇଲ୍ ବ୍ୟବହାର କରୁନଥିଲେ। ଟଙ୍କା ଲୁଟିବା ପରେ ପାଖ ଏସବିଆଇ ଏଟିଏମ୍‌ରେ ଯାଇ ଟଙ୍କା ଡିପୋଜିଟ୍ କରୁଥିଲେ। କଣ୍ଟାବାଞ୍ଜିରେ ଡେରା ପକାଇ କଳାହାଣ୍ଡି, ବଲାଙ୍ଗିର, ବରଗଡ଼, ସୋନପୁରରେ ଲୁଟୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking