34.1 C
Bhubaneswar
Friday, October 18, 2024
Homeଓଡିଶା୨ ପୂର୍ବତନ ବ୍ୟାଙ୍କ ଅଧିକାରୀ ଗିରଫ

୨ ପୂର୍ବତନ ବ୍ୟାଙ୍କ ଅଧିକାରୀ ଗିରଫ

ଭୁବନେଶ୍ୱର: ସେଣ୍ଟ୍ରାଲ ବ୍ୟାଙ୍କର ୨ ପୂର୍ବତନ ଅଧିକାରୀଙ୍କୁ ଗିରଫ କଲା ଇଓଡବ୍ଲୁ । ୩.୩୩ କୋଟି ଟଙ୍କା ହଡପ ମାମଲାରେ ଉଭୟ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । କଟକ ଜିଲ୍ଲା ଭଦ୍ରେଶ୍ୱର ବ୍ରାଂଚର ୨ ପୂର୍ବତନ ଅଧିକାରୀ ଗିରଫ ହୋଇଥିବା ସୂଚନା ରହିଛି । ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଡମ୍ବରୁଧର ନାୟକ ଗିରଫ ହୋଇଥିବା ସୂଚନା ରହିଛି । ପୂର୍ବତନ ଏଗ୍ରିକଲଚରାଲ୍ ଫାଇନାନ୍ସ ଅଫିସର ଦେବୀଦତ୍ତ ପ୍ରଣିଗ୍ରାହୀ ଗିରଫ ହୋଇଥିବା ସୂଚନା । ୨୦୧୫ରୁ ୨୦୧୮ ମଧ୍ୟରେ ଚାଷୀଙ୍କ ସବସିଡି ଟଙ୍କା ହଡପ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking