33.1 C
Bhubaneswar
Friday, May 17, 2024
Homeଓଡିଶାଟ୍ରକ ଧକ୍କାରେ ୨ ମୃତ, ୩ ଜଣ ଗୁରୁତର; ମେଡିକାଲରେ ଭର୍ତ୍ତି

ଟ୍ରକ ଧକ୍କାରେ ୨ ମୃତ, ୩ ଜଣ ଗୁରୁତର; ମେଡିକାଲରେ ଭର୍ତ୍ତି

ଭଞ୍ଜନଗର: ତୁଳସୀପଲ୍ଲୀ ଗ୍ରାମ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ୨ ଜଣ ବାଇକ ଆରୋହୀ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଟ୍ରକକୁ ଓଭରଟେକ କରି ଯିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଦୁଇଟି ବାଇକ । ଫଳରେ ଗୋଟିଏ ବାଇକର ୨ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି । ଅନ୍ୟ ଏକ ବାଇକରେ ଥିବା ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଭଞ୍ଜନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଏମାନଙ୍କ ଚିକିତ୍ସା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking