କଟକ : କୁଆଖାଇ ନଦୀରେ ବୁଡି ୨ ଯୁବକ ନିଖୋଜ । ପ୍ରତାପନଗର କୁଆଖାଇ ବ୍ରିଜ ତଳେ ଗାଧୋଉଥିବା ବେଳେ ଅଘଟଣ । ନିକଟରେ ୨ ଟି ବାଇକ ଅଛି । ୨ ଯୁବକଙ୍କ ପରିଚୟ ମିଳିନି । ଘଟଣାସ୍ଥଳରେ ସଦରଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ତଦନ୍ତ ଜାରି ରଖିଛି ।