32.1 C
Bhubaneswar
Saturday, June 7, 2025
Homeଓଡିଶାକୋଲାବ ଡ୍ୟାମରୁ ୨ ମୃତଦେହ ଉଦ୍ଧାର

କୋଲାବ ଡ୍ୟାମରୁ ୨ ମୃତଦେହ ଉଦ୍ଧାର

କୋରାପୁଟ: କୋଲାବ ଡ୍ୟାମରେ ନିଖୋଜ ଆଉ ୨ ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଛି । କାଲି ଜଣଙ୍କର ମୃତଦେହ ମିଳିଥିଲା ଏବେବି ଆଉ ଜଣେ ନିଖୋଜ ଅଛନ୍ତି । କୋଲାବ ଡ୍ୟମରେ ଡଙ୍ଗାବୁଡି ୪ ଜଣ ନିଖୋଜ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking