21.1 C
Bhubaneswar
Friday, December 27, 2024
Homeକରୋନାହରିଆଣା ହସ୍ପିଟାଲରୁ ୧୭୧୦ ଡୋଜ କୋରନା ଭ୍ୟାକସିନ ଚୋରୀ

ହରିଆଣା ହସ୍ପିଟାଲରୁ ୧୭୧୦ ଡୋଜ କୋରନା ଭ୍ୟାକସିନ ଚୋରୀ

ଜିନ୍ଦ : ଦେଶସାରା କୋରନାର କାୟା ଦୃତ ଗତିରେ ବିସ୍ତାର ହେଉଥିବା ମଧ୍ୟରେ ହରିଆଣାର ଜିନ୍ଦ ଠାରେ କୋରନା ଭ୍ୟାକସିନ ଚୋରୀ ଘଟଣା ସାମନାକୁ ଆସିଛି । ସୂଚନା ଅନୁସାରେ ଜିନ୍ଦ ଠାରେ ଏକ ସିଭଲ ହସ୍ପିଟାଲରୁ ୧୭୧୦ ଡୋଜ କୋରନା ଭ୍ୟାକସିନ ଚୋରି ହୋଇଯାଇଛି । ଚୋର ମାନେ ୧୨୭୦ କୋଭାସିଲ୍ଡ ଓ ୪୪୦ ଡୋଜ କୋଭାକ୍ସିନ ଟୀକା ଚୋରୀ କରିନେଇଛନ୍ତି ।

ଏହାପୁର୍ବରୁ ପ୍ରଥମେ ଜୟପୁରର ସରକାରୀ ହସ୍ପିଟାଲ ରୁ କୋରନା ଟୀକାର ୩୨ ଟି ବାୟଲ ଚୋରୀ ହୋଇଥିବା ଘଟଣା ସାମନାକୁ ଆସିଥିଲା । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଏହି କୋଭାକ୍ସିନ ଟୀକା ସ୍ତ୍ରୀ ନଗର ଠାରୁ ମଧ୍ୟ ଗାୟେବ ହୋଇଯାଇଛି । ଏହି ସମ୍ବନ୍ଧରେ ହସ୍ପିଟାଲ ପ୍ରଶାସନ , ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମଙ୍ଗଳବାର ଦିନ ସୂଚିତ କରିଥିଲେ । ଏହାପରେ ବୁଧବାରକୁ ଶାସ୍ତ୍ରୀନଗର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking