26.1 C
Bhubaneswar
Tuesday, September 17, 2024
Homeଓଡିଶାରାଜ୍ୟ ବାହାରେ ୧୫୩ ଶ୍ରମିକ ମୃତ

ରାଜ୍ୟ ବାହାରେ ୧୫୩ ଶ୍ରମିକ ମୃତ

ଭୁବନେଶ୍ୱର: ୩ ବର୍ଷରେ ରାଜ୍ୟରେ ୧୫୩ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ଘଟିଛି । ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀ ନିଜ ଉତ୍ତର ରଖିଛନ୍ତି । ବିଭିନ୍ନ ରାଜ୍ୟରୁ ୧୪୩ ଓ ବିଭିନ୍ନ ଦେଶରୁ ୧୦ ମୃତଦେହ ଫେରିଛି । କଳାହାଣ୍ଡିରୁ ସର୍ବାଧିକ ୨୯ ଜଣ ଶ୍ରମିକଙ୍କ ମୃତଦେହ ଫେରିଛି ।

ମନ୍ତ୍ରୀମଣ୍ଡଳ କାହାଦ୍ୱାରା ପରିଚାଳିତ?: ନରସିଂହ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking