26.1 C
Bhubaneswar
Wednesday, April 2, 2025
Homeଓଡିଶା୧ ହଜାର ୩୫୯ ନିଶା ବେପାରୀ ଗିରଫ: ମନ୍ତ୍ରୀ

୧ ହଜାର ୩୫୯ ନିଶା ବେପାରୀ ଗିରଫ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମାତିଛନ୍ତି ଅନ୍ତଃରାଜ୍ୟ ନିଶା ବେପାରୀ । ୩ ବର୍ଷରେ ୧ ହଜାର ୩୫୯ ନିଶା ବେପାରୀ ଗିରଫ ହୋଇଛନ୍ତି । ୩ ହଜାର ୭୬ ବଲ୍‌କ ଲିଟର ବିଦେଶୀ ମଦ ଜବତ ହୋଇଛି । ୬ ହଜାର ୯୭୪ ବଲ୍‌କ ଲିଟର ବିୟର ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking