27.1 C
Bhubaneswar
Monday, July 21, 2025
Homeଓଡିଶାଜାମୁକୋଳି ଗଛରେ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଜାମୁକୋଳି ଗଛରେ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ସୋର: ଜାମୁକୋଳି ଗଛରେ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ଖଇରା ଥାନା କଇଁଥ ଗଡିଆ ଗ୍ରାମର ବରେନ୍ଦ୍ର ପାତ୍ରଙ୍କର ପୁଅ ଗତକାଲି ବିଲମ୍ୱିତ ରାତିରେ ଘର ଠାରୁ କିଛି ଦୂରରେ ରାସ୍ତା କଡ଼ରେ ଥିବା ଜାମକୋଳି ଗଛରେ ବେକରେ ରଶି ଲାଗି ଝୁଲି ପଡିଥିଲେ। ଝୁଲନ୍ତା ଅବସ୍ଥାରେ ମୃତ ଦେହ ଥିବା ନେଇ ଅଞ୍ଚଳବାସୀ ଦେଖିବା ପରେ ଖଇରା ଥାନାକୁ ଖବର ଦେଇଥିଲେ । ମୃତ୍ୟୁ କାରଣ ଅସ୍ପଟ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking