27.1 C
Bhubaneswar
Thursday, April 17, 2025
Homeଓଡିଶା୧୦୦ ଚାକିରି ଆଶାୟୀଙ୍କୁ ଠକେଇ !

୧୦୦ ଚାକିରି ଆଶାୟୀଙ୍କୁ ଠକେଇ !

ଭୁବନେଶ୍ୱର: ଚାକିରି ଦେବା ନାଁରେ ବାଲେଶ୍ୱର ଜିଲ୍ଲାରେ କୋଟିଏ ଟଙ୍କା ହୋଇଥିବା ସୂଚନା । ମହିଳା ଓ ଶିଶୁ ବିକାଶ ବିଭାଗରେ ଚାକିରି ଦେବା ନାଁରେ ଠକେଇ ହୋଇଛି । ପ୍ରାୟ ୧୦୦ ଜଣ ଚାକିରି ଆଶାୟୀ ଠକେଇର ଶିକାର ହୋଇଛନ୍ତି । ଘଟଣାରେ ୫ ଜଣଙ୍କୁ ଅଟକ ରଖିଲା ସହଦେବଖୁଣ୍ଟା ପୋଲିସ । ଠକେଇ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking