32.1 C
Bhubaneswar
Saturday, September 28, 2024
Homeଓଡିଶାସ୍କୁଟିରେ ଯାଉଥିଲେ ; ଝାମ୍ପି ନେଲେ ୧.୮୩ ଲକ୍ଷ ଟଙ୍କା

ସ୍କୁଟିରେ ଯାଉଥିଲେ ; ଝାମ୍ପି ନେଲେ ୧.୮୩ ଲକ୍ଷ ଟଙ୍କା

ଝାରସୁଗୁଡା : ଲୁଟେରା ଝାମ୍ପି ନେଲେ ୧.୮୩ ଲକ୍ଷ ଟଙ୍କା। ପୂର୍ବତନ ସେନା କର୍ମଚାରୀଙ୍କ ଠାରୁ ଗୁରୁବାର ଏହି ଲକ୍ଷାଧିକ ଟଙ୍କା ଲୁଟ୍‌‌ ହୋଇଥିବା ନେଇ ଅଭିଯୋଗ ହୋଇଛି। ଲଇକେରା-କିରିମିରା ରାସ୍ତା ସବ୍‌‌ ଷ୍ଟେସନ ନିକଟରୁ ଦୁର୍ବୃତ୍ତମାନେ ଏହି ଲୁଟ୍‌‌ କରିଛନ୍ତି। ୧.୮୩ ଲକ୍ଷ ଟଙ୍କା ଧରି ସ୍କୁଟିରେ ପୂର୍ବତନ ସେନା ଅଧିକାରୀ ଯାଉଥିଲେ। ଟଙ୍କା ବ୍ୟାଗ୍‌‌ ପଡିଗଲା କହି ଗାଡି ପାଖକୁ ଆସି ଝାମ୍ପି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking