27.1 C
Bhubaneswar
Tuesday, June 24, 2025
Homeଓଡିଶାସୋର ଲୁଟ୍ ଘଟଣା: ଅପରାଧୀ ଗିରଫ

ସୋର ଲୁଟ୍ ଘଟଣା: ଅପରାଧୀ ଗିରଫ

ବାଲେଶ୍ୱର: ବାଲେଶ୍ୱର ପୁଲିସକୁ ସଫଳତା। ୨୪ ଘଣ୍ଟା ମଧ୍ୟରେ ଧରାଗଲା ମୁଖ୍ୟ ଅଭିଯୁକ୍ତ ବାପି ପାଣି । ଗତକାଲି ସୋର ଥାନା ତେଣ୍ଟେଇ ପଞ୍ଚାୟତ ଦୟାନିଧିପୁରରେ ଗୁଳି ମାଡ଼ କରି ଲୁଟ୍ କରିଥିଲା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଲୁଟ୍  ସୁନା, ରୁପା ସହ ଟଙ୍କା ଜବତ କରିଛି ପୁଲିସ ।  ୨ଟି ବନ୍ଧୁକ ସହ ୨୦ ଟି ଜୀବନ୍ତ ଗୁଳି ଜବତ  ହୋଇଛି । ବାଲେଶ୍ୱର ଏସପି ରାଜ ପ୍ରସାଦଙ୍କ ସୂଚନା ଅନୁସାରେ , ୧୯ଟି ମାମଲାରେ ସମ୍ପୃକ୍ତ ଥିଲା ଏହି ମୁଖ୍ୟ ଅଭିଯୁକ୍ତ । ବାଲେଶ୍ୱର, ଭଦ୍ରକ, ବାସୁଦେବପୁର, ରାଉରକେଲାରେ ଆତଙ୍କ ଖେଳାଉଥିଲା ଏହି ଅଭିଯୁକ୍ତ । ଖୁବଶୀଘ୍ର ଅନ୍ୟମାନଙ୍କୁ ଧରାଯିବ ବୋଲି କହିଲେ ଏସପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking