27.1 C
Bhubaneswar
Thursday, October 2, 2025
Homeଓଡିଶାଶିଆଳ କାମୁଡାରେ ୬ ଆହତ

ଶିଆଳ କାମୁଡାରେ ୬ ଆହତ

ଭଦ୍ରକ: ବିଲରେ ୬ ଜଣଙ୍କୁ ଗୋଡାଇ କାମୁଡିଲା ଶିଆଳ । ତିହିଡି ତଳୁଦୁମୁକା ଗାଁ ବିଲରେ କାମ କରୁଥିବା ବେଳେ କାମୁଡିଲା ଶିଆଳ । ୨ ମହିଳା ଓ ଜଣେ ଶିଶୁ ସମେତ ୬ ଆହତ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking