28.1 C
Bhubaneswar
Sunday, October 6, 2024
Homeଓଡିଶାଲଜ୍ଜ୍ୟା: ଘର ଭିତରେ ନିଜ ମାଆଙ୍କୁ ମାରି ପୋଡି ଦେଲା ପୁଅ

ଲଜ୍ଜ୍ୟା: ଘର ଭିତରେ ନିଜ ମାଆଙ୍କୁ ମାରି ପୋଡି ଦେଲା ପୁଅ

ଟିକାବାଲି : ଟିକାବାଲି ଥାନା ଅନ୍ତର୍ଗତ ବଡ଼ିମୁଣ୍ଡା ଖଜୁରୀସାହିରେ ଏକ ଅଭାବନୀୟ ଘଟଣାକ୍ରମରେ ପୁଅ ଘର ଭିତରେ ନିଜ ମାଆଙ୍କୁ ମାରି ପୋଡି ଦେଇଛି । ସୂଚନା ଅନୁସାରେ କାଲି ବିଳମ୍ବିତ ରାତିରେ ବଡ଼ିମୁଣ୍ଡା ଖଜୁରୀ ସାହିର ସ୍ବର୍ଗତ ଫିଲିପ ନାୟକଙ୍କ ପୁଅ ସମୀର ନାୟକ (୪୯)ଗତ ଶନିବାର ଦିନ ଘୁ. ଉଦୟଗିରି ଜେଲରୁ ଫେରିଥିଲା। ପୂର୍ବରୁ ସେ ଅର୍ଦ୍ଧ ପାଗଳ ଅବସ୍ଥାରେ ସ୍ଥାନୀୟ ସାହି ପଡିସାଙ୍କ ସହ ଗଣ୍ଡଗୋଳ କରି ଦୀର୍ଘ ୩ ବର୍ଷ ୨ମାସ ହେବ ଜେଲ ଦଣ୍ଡ ଭୋଗୀ ଘରକୁ ଆସିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking