28.1 C
Bhubaneswar
Thursday, May 2, 2024
Homeଓଡିଶାବଡମ୍ବାରେ ପୁଣି ଗୁଳିବିଦ୍ଧ ମୃତ ଦନ୍ତା ହାତୀ ଠାବ

ବଡମ୍ବାରେ ପୁଣି ଗୁଳିବିଦ୍ଧ ମୃତ ଦନ୍ତା ହାତୀ ଠାବ

କଟକ: ବଡମ୍ବା ରେଞ୍ଜ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତା ହାତୀ ଠାବ ହୋଇଛି। ଏ ନେଇ ବଡମ୍ବା ରେଞ୍ଜର ସୁବ୍ରତ କୁମାର ବେହେରା ସୂଚନା ଦେଇଛନ୍ତି। ହାତୀର ଦୁଇଟି ଦାନ୍ତ ନଥିବା ସୂଚନା ଦେଇଛନ୍ତି ରେଞ୍ଜର। ଆଜି ବଡମ୍ବା ପ୍ରାଣୀଧନ ଚିକିତ୍ସା ଅଧିକାରୀ,ଡିଏଫଓ,ଏସିଏଫ ଓ ରେଞ୍ଜର ଙ୍କର ଉପସ୍ଥିତରେ ଶବ ବ୍ୟବଚ୍ଛେଦ ହୋଇଛି। ଦାନ୍ତ ପାଇଁ ଶିକାର କରାଯାଇଥିବା ଅନୁମାନ କରାଯାଉଛି। ହେଲେ ବାରମ୍ବାର ହାତୀମୃତ୍ଯୁ ଚିନ୍ତାର କାରଣ ପାଲଟିଛି।

ମର୍ମନ୍ତୁଦ ସଡକ ଦୁର୍ଘଟଣା; ୪ ମୃତ, ୧୫ ଆହତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking