28.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶପ୍ରଗ୍‌ନାନନ୍ଦ ଜୁନିୟର ବିଶ୍ୱ ନଂ.୧

ପ୍ରଗ୍‌ନାନନ୍ଦ ଜୁନିୟର ବିଶ୍ୱ ନଂ.୧

ଚେନ୍ନାଇ: ଭାରତର ଆର୍‌. ପ୍ରଗ୍‌ନାନନ୍ଦ ଶୁକ୍ରବାର ପ୍ରକାଶିତ ଫିଡେ ର‌୍ୟାଙ୍କିଙ୍ଗ୍‌ରେ ବିଶ୍ୱର ଜୁନିୟର୍ ନଂ.୧ ଚେସ୍ ଖେଳାଳି ହୋଇଛନ୍ତି । ପ୍ରଦର୍ଶନ ବଳରେ ଟାଟା ଷ୍ଟିଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ୍‌ରେ ପାଇଥିବା ୪ ପଏଣ୍ଟ ସହ ୧୮ ବର୍ଷୀୟ ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର୍ ମୋଟ ପଏଣ୍ଟ୍ ଏବେ ୨୭୪୭ ହୋଇଛି । ଅନ୍ୟପକ୍ଷରେ ପ୍ରଗ୍‌ନାନନ୍ଦ ସିନିୟର୍ ଓଭର୍‌ଅଲ୍ ର‌୍ୟାଙ୍କିଙ୍ଗ୍‌ରେ ୧୩ ନମ୍ବରରେ ରହିଛନ୍ତି ।

ଟପ୍‌-୧୦ରେ ସ୍ଥାନ ହାସଲରୁ ମାତ୍ର ପାଞ୍ଚ ପଏଣ୍ଟ୍ ପଛରେ ରହିଛିନ୍ତ । ସେହିପରି ଜୁନିୟର୍ ର‌୍ୟାଙ୍କିଙ୍ଗ୍ ଅନ୍ୟ ଭାରତୀୟଙ୍କ ମଧ୍ୟରେ ଡି ଗୁକେଶ ତୃତୀୟ ଏବଂ ନିହାଲ୍ ସରିନ୍ ଷଷ୍ଠ ସ୍ଥାନରେ ରହିଥିବା ବେଳେ ରୌନକ୍ ସାଧୱାନ୍ ସପ୍ତମରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking