30.6 C
Bhubaneswar
Monday, May 19, 2025
Homeଦେଶ ବିଦେଶଦେଶମୁଖଙ୍କ ବିରୋଧରେ ଏଫ୍‌ଆଇଆର୍‌

ଦେଶମୁଖଙ୍କ ବିରୋଧରେ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଏଫ୍‌ଆଇଆର୍ । ଏଫ୍‌ଆଇଆର୍ ଦାଖଲ କରି ରେଡ୍ କରୁଛି ସିବିଆଇ । ଦେଖମୁଖକଙ୍କ ସହିତ କିଛି ଅଜଣା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଏଫ୍‌ଆଇଆର୍ ରୁକୁ କରିଛି ସିବିଆଇ । ମୁମ୍ବାଇ ଘରେ ସମେତ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍ । ଶହେ କୋଟି ଟଙ୍କା ଚାନ୍ଦା ଆଦାୟ ଅଭିଯୋଗରେ ଫସିଛନ୍ତି ଅନୀଲ୍ । ପରମବୀର ସିଂ ଦେଶମୁଖଙ୍କ ବିରୋଧରେ ଦୁର୍ନିତୀ ଏବଂ ବଟି ଆଦାୟ ଭଳି ଗୁରୁତର ଅଭିଯୋଗ ଆଣିଥିଲେ । ଦେଶମୁଖ ମୁମ୍ବାଇ ପୋଲିସ ଅଧିକାରୀ ସଚ୍ଚିନ୍ ୱାଦୀ ମାସକୁ ଶହେ କୋଟି ବଟି ଆଦାୟ ପାଇଁ କହିଥିବା ମୁଖ୍ୟମନ୍ତ୍ରୀ ଦ୍ଧବ ଠାକ୍‌ରେଙ୍କୁ ଚିଠି ଲେଖିଥିଲେ ପରମବୀର ସିଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking